ଦ୍ୱନ୍ଦ୍ୱ ସମାସ
( Dwanda Samas )
ଯଥା – ଧନ ଓ ଜୀବନ (dhana o jibana) – ଧନଜୀବନ (dhana o jibana)
କୀଟ ଓ ପତଙ୍ଗ (kita o patanga)– କୀଟପତଙ୍ଗ(kitapatanga)
ତରୁ ଓ ତୃଣ (taru o truna)– ତରୁତୃଣ (tarutruna)
ଘର ଓ ଦ୍ୱାର (ghara o dwara)– ଘରଦ୍ୱାର (gharadwara)
କ୍ଷୀରୀ / ଖିରି ଓ ପିଠା (khira / khiri o pitha) – କ୍ଷୀରିପିଠା (khiripitha)
ଡାଲି ଓ ଭାତ (dali o bhata) – ଡାଲିଭାତ (dalibhata)
ଜାୟା ଓ ପତି (jaya o paati)– ଦମ୍ପତି / ଜାୟାପତି (dampati / jayapati)
ପତ୍ର, ପୁଷ୍ପ ଓ ଫଳ (patra, puspa o phala) – ପତ୍ରପୁଷ୍ପଫଳ (patrapuspabhala)
ହରି ଓ ହର (hari o hara)– ହରିହର (harihara)
ମାଛ ଓ ମାଂସ (macha o mansa)– ମାଛମାଂସ(machamansa)
ସାରୁ, ବାଇଗଣ ଓ କଦଳୀ (saru, baigana, o kadali)– ସାରୁବାଇଗଣକଦଳୀ (sarubaiganakadali)
ଧନ, ଜନ, ଗୋପ ଓ ଲକ୍ଷ୍ମୀ (dhana, jana, gopa o lakhmi)– ଧନଜନଗୋପଲକ୍ଷ୍ମୀ (dhanajanagopalakhmi)
ସେହିପରି ମାନବଡ଼(manabada), ଲକ୍ଷ୍ମୀନାରାୟଣ(lakhminarayan), ସୀତାସାବିତ୍ରୀ(sitasabitri), ଦୁର୍ଗାମାଧବ(durgamadhaba), ଭଲମନ୍ଦ(bhalamanda), ଶାଗଭାତ(sagabhata), ନୂଆପରୁଣା(nuapuruna), ଦିନରାତି(dinarati), ହାଣ୍ଡିମାଠିଆ(handimathia), ଜଳବାୟୁ(jalabayu), ଗଛଲତା(gachalata), ରାମକୃଷ୍ଣ(ramakrushna), ଧନମାନ(dhanamana), ଫୁଲଫଳ(phulamula), ଧନୀଦରିଦ୍ର(dhanidaridra), ଲେଖାପଢା(lekhapadha), ମୁଢିଉଖୁଡା(mudhiukhuda), ବିଦ୍ୟାବୁଦ୍ଧି(bidyabudhi), ବିକାକିଣା(bikakina), ସତମିଛ(sata micha), ପିତାମାତା(pita mata), କଳାଧଳା (kala dhala)ପ୍ରଭୃତି ଦ୍ୱନ୍ଦ୍ୱ ସମାସର ଅର୍ନ୍ତର୍ଭୁକ୍ତ ।
No comments:
Post a Comment