Sabda Alankara Odia - Information That You Want

Sunday 20 August 2017

Sabda Alankara Odia

ଶବ୍ଦାଳଙ୍କାର
(Sabda Alankara Odia)


(୧) ଶବ୍ଦାଳଙ୍କାର – ଶବ୍ଦ ଉପରେ ପ୍ରାଧାନ୍ୟ ବିସ୍ତାର କରି ଯେଉଁ ଅଳଙ୍କାର ସୃଷ୍ଟି ହୁଏ, ତାହାକୁ ଶବ୍ଦାଳଙ୍କାର (sabda alankara) କୁହାଯାଏ । ସୁତରାଂ ଏହି ଅଳଙ୍କାର ପ୍ରୟୋଗ ଦ୍ଵାରା ଶବ୍ଦ ସରସ, ସୁନ୍ଦର ଏବଂ ଶ୍ରୁତିମଧୁର ହୋଇଥାଏ ।
ଅନୁପ୍ରାସ (Anuprasa),  ଯମକ (Jamaka),    ଶ୍ଳେଷ (Slesa),    ବକ୍ରୋକ୍ତି (bakrokti),   ପୁନରୁକ୍ତି (punarukti),   ବଦାଭାସ (Badabhasa)   ପ୍ରଭୃତି ଶବ୍ଦାଳଙ୍କାର ଅନ୍ତର୍ଗତ । ଏହି ଶବ୍ଦାଳଙ୍କାରକୁ ଆଳଙ୍କାରିକ ଭାଷାରେ ‘ଶବ୍ଦପରିବୃତ୍ତି ଅହସ’ କୁହାଯାଏ ।

Links are given below :

ଅନୁପ୍ରାସ (Anuprasa),        ଯମକ (Jamaka),           ଶ୍ଳେଷ (Slesa),   
ବକ୍ରୋକ୍ତି (bakrokti),         ପୁନରୁକ୍ତି ବଦାଭାସ (punarukti Badabhasa)

1 comment: