Kriya Jukta Tulanatmaka Rudhi - Information That You Want

Kriya Jukta Tulanatmaka Rudhi

କ୍ରିୟାଯୁକ୍ତ ( ତୁଳନାତ୍ମକ ‌) ରୂଢି


ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରିବା - ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରୁଥାଏ |

କୁକୁର ପରି ଧାଇଁବା – ଟଙ୍କା କେଇଟା ପାଇଁ ଲୋଭରେ ସେ କୁକୁର ପରି ଧାଉଁଛି |

ଖୁଣ୍ଟଟା ପରି ଠିଆହେବା – ବସିବାରୁ କହିଲି, ନବସି ଖୁଣ୍ଟଟାପରି ଠିଆହୋଇ ରହିଲୁ କାହିଁକି ?

ଗଡ଼଼ପରି ପଡିବା/ଢିଙ୍କିପରି ପଡିବା – ଲୋକଟା ଗଡପରି ପଡିଛି, ପଦେ ବି ଜବାବ ନାହିଁ |

ଛୁଞ୍ଚିପରି ମୁହଁକରିବା – ସବୁବେଳେ ଛୁଞ୍ଚିପରି ମୁହଁକଲେ କିଏ ତୋତେ ଭଲପାଇବ ?

Read More

1 comment: